ବୀରରାମଚନ୍ଦ୍ରପୁର ଧବଳେଶ୍ଵରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

0

ସୁଆଣ୍ଡୋ : ପୁରୀଜିଲା ସାକ୍ଷୀଗୋପାଳ ବୀରରାମଚନ୍ଦ୍ରପୁର ଗ୍ରାମର ଧବଳେଶ୍ଵରଙ୍କ ପୀଠରେ ବଡଓଷା ପାଇଁ ଗତ ରାତିରୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ବୁଧବାର ସକାଳୁ ମହାପ୍ରଭୁଙ୍କ ଦୈନିକ ନୀତିକାନ୍ତି କରାଯାଇଥିଲା । ଏହା ପରଠାରୁ ଭକ୍ତ ମାନଙ୍କର ମାନସିକ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ମେଳା ପଡିଆରେ ଭୋଗ ଓ ଫୁଲ ଦୋକାନ ସହିତ ଉଠା ଦୋକାନୀ ମାନେ ପସରା ମେଲାଇ କାରବାର କରୁଥିବା ସହ ଗୁପଚୁପ ଚାଟ୍ ଦୋକାନ ଗୁଡିକର ମଧ୍ୟ ଭଲ ବେପାର ହେଉଥିବାର ଜଣାପଡିଛି।

Leave A Reply