ଯାଜପୁର କଲେଜରେ ଛାତ୍ର ଉତ୍ତେଜନା

0

ଯାଜପୁର : ଛାତ୍ର ସଂସଦ ନିର୍ବାଚନ ପାଇଁ ସୋମବାରରେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏନସି ଅଟୋନୋମସ କଲେଜରେ ଛତ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା । କଲେଜର ବିଭିନ୍ନ ସମସ୍ୟା ଓ ଅବ୍ୟସ୍ଥାକୁ ନେଇ ଛାତ୍ରମାନେ କଲେଜର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ ଓ ପରେ ଉତ୍ତ୍ୟକ୍ତ ଛାତ୍ରମାନେ କଲେଜ ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସେମାନଙ୍କ ଉପରେ ନଜର ରଖିଛି ।

Leave A Reply