ଶିକ୍ଷକଙ୍କ ମାଡରେ ଚେତା ହରାଇଲେ ୩ ଛାତ୍ରୀ

0

କନ୍ଧମାଳ: ଶିକ୍ଷକଙ୍କ ମାଡରେ ୩ ଜଣ ଛାତ୍ରୀ ଚେତାଶୂନ୍ୟ ହୋଇ ପଡିଥିବା ଅଭିଯୋଗ ହୋଇଛି। ଏଭଳି ଏକ ସଙ୍ଗୀନ ଅଭିଯୋଗ ମହାସିଙ୍ଗି ଥାନା ଅନ୍ତର୍ଗତ ବାଲିଗୁଡା ବ୍ଳକରେ ଥିବା ଏକ ନୋଡାଲ ୟୁପି ସ୍କୁଲ୍‌ ରୁ ଆସିଛି । ଚେତା ହରାଇଥିବା ଛାତ୍ରୀଙ୍କ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply