ପାରଳା ଡିଗ୍ରୀ ଇଞ୍ଜିନିୟରିଂ କଲେଜରେ ଛାତ୍ର ଅଶାନ୍ତି

0

ବ୍ରହ୍ମପୁର: ବ୍ରହ୍ମପୁର ପାରଳା ଡିଗ୍ରୀ ଇଞ୍ଜିନିୟରିଂ କଲେଜ୍ ରେ ଛାତ୍ର ଅଶାନ୍ତି ଦେଖା ଦେଇଛି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ହଷ୍ଟେଲରେ ଆବଶ୍ୟକତା ଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ରଖାଯାଇଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଛି। ଏହି ସମସ୍ୟାର ସମାଧାନ ଅନେକ ଦିନ ଧରି ହୋଇପାରୁ ନାହିଁ। ତେଣୁ ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିବା ଜଣା ପଡିଛି।

Leave A Reply