ଭବାନୀପାଟଣାରେ ଭାରତ ବନ୍ଦର ପ୍ରଭାବ

ଭବାନୀପାଟଣା :  ବିଭିନ୍ନ ଶ୍ରମିକ ସଂଗଠନର ଆହ୍ୱାନ କ୍ରମେ ଭାରତ ବନ୍ଦର ପ୍ରଭାବ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଭବାନୀପାଟଣାରେ ବିଭିନ୍ନ ଶ୍ରମିକ ସଂଗଠନ ଓ କଂଗ୍ରେସ ଦଳ ତରଫରୁ ଘୋଡାଘାଟଛକ , କଲେଜଛକ ଓ ନକଟିଗୁଡା ଛକ ଠାରେ ରାସ୍ତା ଅବୋରଧ କରିବା ଫଳରେ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିଛି ।

Comments are closed.