ବିଧାୟକ ଟିକେଟ ନ ମିଳିବାରୁ ରାସ୍ତାରୋକ

0

ଝାରସୁଗୁଡା : ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ପୁଅ ନିହାର ରଞ୍ଜନ ବେହେରାଙ୍କୁ ବିଜେଡି ପକ୍ଷରୁ ଟିକଟ ମିଳିନାହିଁ। ତାଙ୍କୁ ବିଧାୟକ ଟିକେଟ ନ ମିଳିବାରୁ ବୁଧବାର ଦିନ ତାଙ୍କ ସମର୍ଥକଙ୍କ ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି। ପ୍ରତିବାଦ ସ୍ବରୂପ ବେଲଗାଁ ଠାରେ ତାଙ୍କ ସମର୍ଥକମାନେ ରାସ୍ତାରୋକ କରିଛନ୍ତି। ଏହାସହ ସମର୍ଥକମାନେ ବଲାଙ୍ଗୀର ଜିଲାର ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।

 

Leave A Reply