ତୁଷୁରା ଓ ଗୁଡଭେଲାରେ ବନ୍ଦ ଡାକରା

0

ବଲାଙ୍ଗୀର : ନାଗରିକ କମିଟି ପକ୍ଷରୁ ତୁଷୁରା ଓ ଗୁଡଭେଲା ବନ୍ଦ ଡାକରା ଦିଆଯାଇଛି। ତୁଷୁରା ଡାକ୍ତରଖାନାକୁ ଅପଗ୍ରେଡ ଦାବିରେ ୨୪ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ପ୍ରଭାବିତ ହୋଇଛି।

Leave A Reply