ଭାରତ ମୋ ପସନ୍ଦର ଦେଶ: ରାଇସ୍‍

0

ଭୁବନେଶ୍ୱର : ଏକାମ୍ର କ୍ରୀଡ଼ା ସାହିତ୍ୟ ମହୋତ୍ସବରେ ଯୋଗ ଦେଇଥିବା ୩ଟି ଅଲିମ୍ପିକ ପଦକ ହାସଲ କରିଥିବା ଅଷ୍ଟ୍ରେଲିଆର ମହିଳା ସନ୍ତରଣକାରୀ ଷ୍ଟିଫାନି ରାଇସ୍‍ ଭାରତକୁ ବେଶ ପ୍ରଶଂସା କରିଛନ୍ତି। ଭାରତ ମୋର ପସନ୍ଦର ଦେଶ। ମୁମ୍ବାଇ, ରାଜସ୍ତାନ ଭଳି ସହର ବିଷୟରେ ପୂର୍ବରୁ ପରିଚିତ ଥିଲି। ଭୁବନେଶ୍ୱର ସହରର ଶୃଙ୍ଖଳିତ ବାତାବରଣ ବେଶ ପ୍ରଭାବିତ କରିଛି ବୋଲି ବିଶ୍ୱ କ୍ରୀଡ଼ାରେ ଜଣେ ସଫଳ କ୍ରୀଡ଼ାବିତ୍‍ର ମାନ୍ୟତା ପାଇଥିବା ଷ୍ଟିଫାନି କହିଛନ୍ତି।

Leave A Reply