ନିଶା ମାଫିଆ ରାଜାର ସମ୍ପତ୍ତି ଆଟାଚ୍ ପାଇଁ ଚିଠି

ବାଲେଶ୍ବର :   ନିଶା ମାଫିଆ ସେଖ ରାଜାଙ୍କ ସମ୍ପତ୍ତି  ଆଟାଚ ପାଇଁ  ବୁଧବାର କ୍ରାଇମବ୍ରାଞ୍ଚ ଏସଟିଏଫ କୋଲକାତା ସ୍ଥିତ ଅଧିକୃତ ଅଧିକାରୀଙ୍କୁ ଚିଠି କରିଛି । ଏପର୍ଯ୍ୟନ୍ତ ରାଜାର ପ୍ରାୟ ୧ କୋଟିରୁ ଅଧିକ ସମ୍ପତ୍ତି ଠାବ ହୋଇସାରିଛି । ରାଜାକୁ ଆଉ ୨ ଦିନ ରିମାଣ୍ଡରେ ଆଣି ପଚାଉଚରା କରାଯିବ। ଅନ୍ତର୍ଜାତୀୟ ନିଶା ବେପାରିଙ୍କ ସହ ତାଙ୍କର ଲିଙ୍କ ରହିଛି କି ନାହିଁ ସେ ନେଇ ଏସଟିଏଫ ଖୋଳତାଡ଼ ଜାରି ରଖିଛି ।

Comments are closed.