କଟକ କ୍ୟାଣ୍ଟନମେଣ୍ଟ ରୋଡର ବାରବାଟୀ ଷ୍ଟାଡିୟମ ନିକଟସ୍ଥ ଗୋପବନ୍ଧୁ ଛକଠାରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପ୍ରୟାସର ଅନ୍ୟତମ ସାରଥି,ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ , ସମାଜ ସଂସ୍କାରକ, ସାମ୍ବାଦିକ, କବି ଏବଂ ମାନବିକତାର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଏକ ଭବ୍ୟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍‍ ହ୍ୟୁମାନିଟି’ ( ମାନବିକତାର ପ୍ରତିମୂର୍ତ୍ତି) ଉତ୍କଳ ଦିବସ ଅବସରରେ ଉଦଘାଟିତ ହୋଇଛି।

କଟକ : କଟକ କ୍ୟାଣ୍ଟନମେଣ୍ଟ ରୋଡର ବାରବାଟୀ ଷ୍ଟାଡିୟମ ନିକଟସ୍ଥ ଗୋପବନ୍ଧୁ ଛକଠାରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପ୍ରୟାସର ଅନ୍ୟତମ ସାରଥି,ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ , ସମାଜ ସଂସ୍କାରକ, ସାମ୍ବାଦିକ, କବି ଏବଂ ମାନବିକତାର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଏକ ଭବ୍ୟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍‍ ହ୍ୟୁମାନିଟି’ (ମାନବିକତାର ପ୍ରତିମୂର୍ତ୍ତି) ଉତ୍କଳ ଦିବସ ଅବସରରେ ଉଦଘାଟିତ ହୋଇଛି।

Comments are closed.