ସୟଦ ୟାସିର ନୱାଜ ଛାତ୍ର କଂଗ୍ରେସର ନୂଆ ମୁଖିଆ

 ଆଜି ଓଡ଼ିଶା ଛାତ୍ର କଂଗ୍ରେସକୁ ମିଳିଛି ନୂଆ ମୁଖିଆ। ଏନଏସୟୁଆଇ(ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଅନ୍ ଅଫ ଇଣ୍ଡିଆ)ରେ ଓଡ଼ିଶା ଶାଖାରେ ନୂଆ ସଭାପତି ଭାବେ ସୟଦ ୟାସିର ନୱାଜଙ୍କୁ ନିଯୁକ୍ତି ଦେଇଛି ।  ଏଆଇସିସି ସଭାପତିଙ୍କ ଅନୁମୋଦନକ୍ରମେ ନୱାଜଙ୍କୁ ନିଯୁକ୍ତି ମିଳିଛି।

Comments
Loading...