ଲୋକପ୍ରିୟ ଲେଖକ ଷ୍ଟାନ୍-ଲିଙ୍କ ଦେହାନ୍ତ

0

ଆମେରିକୀୟ କମିକ୍ ଲେଖକ ଷ୍ଟାନ୍-ଲି ପୂରା ବିଶ୍ବର ପ୍ରତ୍ୟେକ ପ୍ରାନ୍ତରେ ଲୋକପ୍ରିୟ। ‘ମାର୍ଭଲ କମିକ୍ସ’ର ଏଇ ସମ୍ପାଦକ ସଂଖ୍ୟାଧିକ କାହାଣୀ ଚରିତ୍ରର ସ୍ରଷ୍ଟା। ତାଙ୍କ ଲେଖାରୁ ସ୍ପାଇଡର୍ ମ୍ୟାନ୍, ହଲ୍କ, ବ୍ଲାକ୍-ପାନ୍ଥର୍, ଆଇରନ୍ ମ୍ୟାନ୍, ଆଣ୍ଟ ମ୍ୟାନ୍ ଇତ୍ୟାଦି ସଂଖ୍ୟାଧିକ ଚରିତ୍ର ଜନ୍ମ ନେଇଛନ୍ତି। ଏହି ଲୋକପ୍ରିୟ ଲେଖକଙ୍କ କମିକ୍ସ ପୁସ୍ତକ ଏବେ ମଧ୍ୟ ପିଲାଙ୍କ ଗହଣରେ ଖୁବ୍ ଆଦୃତ। ୯୫ ବର୍ଷ ବୟସରେ ଷ୍ଟାନ୍‌ଲି ଲସ୍‌ଆଞ୍ଜେଲସ୍‌ରେ ପ୍ରାଣ ହରାଇଛନ୍ତି।

Leave A Reply