ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା

0

ଭୁବନେଶ୍ୱର : ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ଦାୟିତ୍ୱ ଦିଆଯାଇଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରଚଛନ୍ତି । ଦିଲ୍ଲୀପ ତିର୍କୀ ରାଜ୍ୟସଭା ସଦସ୍ୟ ପଦରୁ ଅବସର ନେବା ପରେ ଏହି ପଦ ଖାଲି ପଡିଥିଲା । ଦଳ ସଭାପତିଙ୍କ ତରଫରୁ ଏ ସଂପର୍କରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପତ୍ର ଲେଖାଯାଇଥିବା ଜଣାପଡିଛି ।

Leave A Reply