ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ର ରାଜପାକ୍ଷେ

0

କଲୋମ୍ବୋ: ଶନିବାର ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ର ରାଜପାକ୍ଷେ ପଦରୁ ଇସ୍ତଫା ଦେଇଛନ୍ତି । ବିବାଦରେ ଫସି ରହିଥିବା ମହିନ୍ଦ୍ର ରାଜପାକ୍ଷେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିକ୍ରମସିଂଘେ ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଆଶା କରାଯାଉଛି । ରବିବାର ସକାଳ ୧୦ଟାରେ ବିକ୍ରମସିଂଘେ ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ମିଳିଛି ।

Leave A Reply