ହାଇଦରାବାଦ ପାଇଁ ୧୯୦ରନର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ

ଆବୁଧାବି : ଆଇପିଏଲ-୧୩ତମ ସଂସ୍କରଣର ୨ୟ କ୍ବାଲିଫାୟାର ମ୍ୟାଚ୍ ରବିବାର ହାଇଦରାବାଦ୍‌ ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଛି ।ଆଜିର ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଦଳ ଶେଖର ଧାୱନଙ୍କ ଅର୍ଦ୍ଧଶତକ ବଳରେ ହାଇଦରାବାଦ ପାଇଁ ୧୯୦ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ହାଇଦ୍ରାବାଦ ପକ୍ଷରୁ ରଶିଦ ଖାନ୍, ଜାସନ ହୋଲ୍ଡର ଓ ସନ୍ଦିପ ଶର୍ମା ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

Comments are closed.