ଚେନ୍ନଇ ସୁପର କିଙ୍ଗ୍ସକୁ ୦୭ରନରେ ହରାଇଲା ସନରାଇଜର୍ସ ହାଇଦରାବାଦ

ଦୁବାଇ : ଆଇପିଏଲ-୨୦୨୦ରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଚେନ୍ନଇ ସୁପର କିଙ୍ଗ୍ସକୁ ୦୭ରନରେ ହରାଇଲା ସନରାଇଜର୍ସ ହାଇଦରାବାଦ। ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦରାବାଦ ଦଳ ଚେନ୍ନଇ ପାଇଁ ୧୬୫ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ୧୬୫ ରନର ପିଛା କରୁଥିବା ଚେନ୍ନଇ ୧୫୭ ରନରେ ଅଟକି ଯାଇଥିଲା ।

Comments are closed.