ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଲେ ୮ ଅତିରିକ୍ତ ଏସ୍‌ପି

ଭୁବନେଶ୍ବର: ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଲେ ୮ ଅତିରିକ୍ତ ଏସ୍‌ପି। ହରେକୃଷ୍ଣ ବେହେରା, ପ୍ରତାପ ସ୍ବାଇଁ, ନାରାୟଣ ପଣ୍ଡା, ନାରାୟଣ ମହାନ୍ତି, ଅମରେନ୍ଦ୍ର ରଣା, ଯଶୋବନ୍ତ ସେନାପତି, ପ୍ରଦୀପ ଦାସ, ମନୋଜ ମହାନ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଲେ।

Comments are closed.