ବଦଳିଲେ ୨ ଏସ୍‌ପି

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ୨ ଜଣ ଏସ୍‌ପିଙ୍କ ମଧ୍ୟରେ ଅଦଳବଦଳ କରାଯାଇଛି। ବାଲେଶ୍ବର ଏସ୍‌ପି ବି.ଯୁଗଳ କିଶୋରଙ୍କୁ କଟକ ଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି କ୍ରାଇମ୍‌ ବ୍ରାଞ୍ଚ ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଲେଶ୍ବର ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି।

Comments are closed.