ସରକାରୀ ନିର୍ଦେଶନାମାକୁ ମାନି ବିଶ୍ୱଶାନ୍ତି ମହାଯଜ୍ଞ

ଏରସମା: ବାଲିକୁଦା-ଏରସମା ଅଞ୍ଚଳର ମଧ୍ୟସ୍ଥଳରେ ଥିବା ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ସିଦ୍ଧ ବାନାମ୍ବରଙ୍କ ପୀଠରେ ପ୍ରତିବର୍ଷ ଭଳି ଏ ବର୍ଷ କରୋନା ସମ୍ପର୍କିତ ସରକାରଙ୍କ ନିର୍ଦେଶନାମାକୁ ମାନି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି। ଏହି ପ୍ରସିଦ୍ଧ ବିଶ୍ୱଶାନ୍ତି ମହାଯଜ୍ଞ ଏ ଅଞ୍ଚଳର ଆଧ୍ୟାତ୍ମିତ ବିକାଶରେ ବିଶେଷ ପ୍ରସିଦ୍ଧି ରହିଛି ଏବଂ ଜନସାଧାରଣ ନିରାଡମ୍ବର ସହକାରେ ପାଳନ କରାଯିବ ବୋଲି ଜଣାଯାଇଛି।

Comments are closed.