ସୂର୍ଯ୍ୟପରାଗ ପାଇଁ ଡିସେମ୍ବର ୨୬ରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ବର: ଡିସେମ୍ବର ୨୬ରେ ସୂର୍ଯ୍ୟପରାଗ ଲାଗିବ। ଗୁରୁବାର ସକାଳ ୮ଟା ୨୦ମିନିଟରେ ଆରମ୍ଭ ହୋଇ ୧୧ଟା ୨୯ ମିନିଟରେ ସୂର୍ଯ୍ୟପରାଗ ଶେଷ ହେବ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି। ଏନେଇ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।

Comments are closed.