ଜାଣନ୍ତୁ ଆପଣଙ୍କ ରାଶି ଅନୁଯାୟୀ ପରାଗର ପ୍ରଭାବ

ମେଷ – କାର୍ଯ୍ୟରେ ଅଧିକ ବ୍ୟସ୍ତ ରହିବେ। ହଠାତ ଆଜି ଯାତ୍ରା କରିବାର ସମ୍ଭାବନା ରହିଛି।ଏହା ଲାଭଦାୟକ ହେବ। ଆପଣଙ୍କ ପାଇଁ ଶୁଭ ରଙ୍ଗ ହଳଦିଆ ଓ ଭାଗ୍ୟ ୭୦% ଉତମ।
ବୃଷ – ରୋଜଗାରରେ ପରିବର୍ତନର ଯୋଗ ରହିଛି। ଆର୍ଥିକସ୍ଥିତି ଉତମ। ପରିବାରରେ ଶୁଭକାର୍ଯ୍ୟ ହୋଇପାରେ। ଶୁଭ ରଙ୍ଗ ଧଳା ଓ ଭାଗ୍ୟ ୮୦% ଭଲ।
ମିଥୁନ – ଧନ ପ୍ରାପ୍ତି ହେବ। ସମ୍ପର୍କରେ ଥିବା ତିକ୍ତତା ଦୂର ହେବ।କର୍ମକ୍ଷେତ୍ରରେ ଲାଭବାନ ହେବେ। ଶୁଭ ରଙ୍ଗ ଆକାଶୀ ଓ ଭାଗ୍ୟ ୯୦% ଭଲ।
କର୍କଟ – ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କର୍ମକ୍ଷେତ୍ରରେ ପରିବର୍ତନ ଆସିପାରେ। ମିତ୍ରର ପରାମର୍ଶ ଲାଭଦାୟକ ହେବ। ଶୁଭ ରଙ୍ଗ ପାଉଁଶିଆ ଓ ଭାଗ୍ୟ ୬୦% ଉତମ।
ସିଂହ – ସନ୍ତାନଙ୍କ ସମସ୍ୟା ଦୂର ହେବାର ସମ୍ଭାବନା ରହିଛି। ସ୍ଥାନ ପରିବର୍ତନ ହୋଇପାରେ। ବିବାହର ଯୋଗ ରହିଛି। ଶୁଭ ରଙ୍ଗ ଧାନ ରଙ୍ଗ ଓ ଭାଗ୍ୟ ୭୦% ଉତମ।
କନ୍ୟା – ଅଟକି ରହିଥିବା ଧନ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଥିବା ବାଧା ଦୂର ହେବ। ଯାନ ଚଲାଇବା ସମୟରେ ଧ୍ୟାନ ଦିଅନ୍ତୁ। ଶୁଭରଙ୍ଗ ଗୋଲାପି। ଭାଗ୍ୟ ୮୦% ଭଲ ରହିବ।
ତୁଳା – ମାନସମ୍ମାନ ପ୍ରାପ୍ତି ହେବ। ପରିବାରରେ ମଙ୍ଗଳକାର୍ଯ୍ୟ ହେବାର ଯୋଗ ରହିଛି। ଧନ ପ୍ରାପ୍ତିର ଯୋଗ ରହିଛି। ଶୁଭ ରଙ୍ଗ ନୀଳ। ଭାଗ୍ୟ ୭୫% ଉତମ।
ବିଛା – ସ୍ୱାସ୍ଥ୍ୟରେ ସମସ୍ୟା ସୃଷ୍ଟି ହୋଇପାରେ। ନିଜ ବାଣୀ ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ଧନୁ – ସନ୍ତାନ ଉପରେ ଧ୍ୟାନ ଦିଅନ୍ତୁ। କୌଣସି କାର୍ଯ୍ୟରେ ନିର୍ଣ୍ଣୟ ନେବା ପୂର୍ବରୁ ଚିନ୍ତା କରନ୍ତୁ। ଶୁଭରଙ୍ଗ ଲାଲ ଓ ଭାଗ୍ୟ ୭୦% ଭଲ।
ମକର – କର୍ମକ୍ଷେତ୍ରରେ ପରିବର୍ତନର ଯୋଗ ରହିଛି। ସ୍ୱାସ୍ଥ୍ୟରେ ଉତମ ପରିବର୍ତନ ଦେଖାଦେବ। ଶୁଭରଙ୍ଗ ସବୁଜ ଓ ଭାଗ୍ୟ ୭୦% ଉତମ।
କୁମ୍ଭ – ପରିବାରରେ ମଙ୍ଗଳ କାର୍ଯ୍ୟର ଯୋଗ ରହିଛି। କର୍ମକ୍ଷେତ୍ରରେ ଲାଭବାନ ହେବେ। ସମ୍ପତି ପ୍ରାପ୍ତି ହେବାର ଯୋଗ ରହିଛି। ଶୁଭ ରଙ୍ଗ ଧଳା ଓ ଭାଗ୍ୟ ୭୫% ଭଲ।
ମୀନ – ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଶୁଭରଙ୍ଗ ସୁନେଲି ଓ ଭାଗ୍ୟ ୬୦% ଭଲ।

Comments are closed.