ସୋହିନିଙ୍କୁ ଦ୍ୱିମୁକୁଟ

0

ବ୍ରହ୍ମପୁର: ଉଦୀୟମାନ ଟେନିସ ଖେଳାଳି ସୋହିନି ଏସ୍‍ ମହାନ୍ତି ଦୁଇଟି ବର୍ଗରେ ଚମ୍ପିଆନ୍‍ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ମଣିପୁରର ରାଜଧାନୀ ଇମ୍ଫାଲ୍‍ଠାରେ ଚାଲିଥିବା ଏଆଇଟିଏ ଟେନିସ୍‍ ଚମ୍ପିଆନ୍‍ସିପ୍‍ ଅଣ୍ଡର ୧୨ ବାଳିକା ବର୍ଗରେ ସୋହିନି ଦ୍ୱିମୁକୁଟ ଜିତିଛନ୍ତି। ସିଙ୍ଗଲ୍‍ ଫାଇନାଲ୍‍ରେ ସେ ମଣିପୁରର ୟୁମ୍‍ନାମ୍‍ ଥୋଇବିଙ୍କୁ ୬-୨, ୬-୨ ସେଟ୍‍ରେ ପରାସ୍ତ କରିଥିବା ବେଳେ ଡବଲ୍ସରେ ଏଲ୍‍ ନନ୍ଦିନି ଚାନୁ ଓ ସୋହିନିଙ୍କ ଯୋଡ଼ି ୱାଇ ଥୋଇବି ଓ ସାନାରେଇମାଙ୍କ ଯୋଡ଼ିକୁ ୬-, ୬-୨ ସେଟରେ ପରାସ୍ତ କରିଛନ୍ତି।

Leave A Reply