ସାପ କାମୁଡାରେ ମା’ ଓ ଝିଅ ମୃତ

ନବରଙ୍ଗପୁର : ପାପଡାହାଣ୍ଡି ବ୍ଳକ୍ କାନାରିଚୁଆଁ ଗାଁରେ କାମୁଡାର ମା’ ଓ ଝିଅଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୁରୁବାର ରାତିରେ ସେମାନେ ଶୋଇଥିବା ଅବସ୍ଥାରେ ଏକ ବିଷଧର ସାପ କାମୁଡିଥିଲା । ଏହା ଜଣାପଡିଲା ପରେ ପରିବାର ଲୋକ ଶୁକ୍ରବାର ସକାଳେ ଉଭୟଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି ।

Comments are closed.