ସାପ କାମୁଡାରେ ଶିଶୁପୁତ୍ର ମୃତ, ମାଆ ଗୁରୁତର

ବାଲିଗୁଡା: କନ୍ଧମାଳ ଜିଲା ପୁରୁଣା ନୁଆଗାଁରେ ମଙ୍ଗଳବାର ସାପ କାମୁଡାରେ ୬ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ମାଆକୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଭିନ୍ନ ସ୍ଥାନରେ ସାପ କାମୁଡାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Comments are closed.