ଅମେଥିରେ ସ୍ମୃତି ଇରାନୀ ଆଗୁଆ

ଅମେଠି : ୨୦୧୯ ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ଦେଶରେ ରାଜନୀତି ସରଗରମ ହେବାରେ ଲାଗିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚଳିତ ଲୋକସଭା ନିର୍ବାଚନରେ ୱାୟନାଡ ଏବଂ ଅମେଠି ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ୱାୟନାଡ ଲୋକସଭା ଆସନରୁ ରାହୁଲ ଗାନ୍ଧୀଙ୍କ ସ୍ଥିତି ଭଲ ରହିଥିବା ବେଳେ ଉତ୍ତରପ୍ରଦେଶ ଅମେଠିରୁ ସ୍ଥିତି ଖରାପ ରହିଛି। ବିଜେପିର ସ୍ମୃତି ଇରାନୀ ଅମେଠିରେ ରାହୁଲ ଗାନ୍ଧୀଙ୍କ ସହ କଡା ମୁକାବିଲା କରୁଥିବା ଦେଖିବାକୁ ମିଳୁଛି।

Comments are closed.