ଶ୍ରାବଣ ମାସରେ ଏହି ଦ୍ରବ୍ୟ ପ୍ରଦାନ ଦ୍ୱାରା ମନୋକାମନା ପୂର୍ଣ୍ଣ ହୋଇଥାଏ

0

ଶ୍ରାବଣ ମାସକୁ ଭଗବାନ ଶିବଙ୍କ ମାସ କୁହାଯାଏ। ଭଗବାନ ଶିବଙ୍କୁ ଶ୍ରାବଣ ମାସ ଅତ୍ୟନ୍ତ ପ୍ରିୟ ଅଟେ। ଏହି ମାସରେ ଶିବଙ୍କୁ ଅତି ସହଜରେ ପ୍ରସନ୍ନ କରି ହୋଇଥାଏ। ଶ୍ରାବଣ ମାସରେ ଶିବଙ୍କୁ ପ୍ରସନ୍ନ କରିବା ସହ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ।
ଏହି ଜିନିଷ ପ୍ରଦାନ ଦ୍ୱାରା ପ୍ରସନ୍ନ ହୋଇଥାନ୍ତି:
ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଭଗବାନ ଶିବଙ୍କୁ ଶ୍ରାବଣ ମାସରେ କ୍ଷୀରରେ ଚିନି ମିଶାଇ ଚଢାନ୍ତୁ।ଶିବ ଲିଙ୍ଗରେ ଆଖୁ ରସ ଚଢାଇବା ଦ୍ୱାରା ସୁଖ ପ୍ରାପ୍ତି ହୋଇଥାଏ।
ଶିବ ଲିଙ୍ଗରେ ଗଙ୍ଗା ଜଳ ଚଢାଇବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।
ମହୁକୁ ଶିବ ଲିଙ୍ଗରେ ଚଢାଇବା ଦ୍ୱାରା ଅସାଧ୍ୟ ରୋଗରୁ ମୁକ୍ତି ମିଳିଥାଏ।
ଶିବ ଲିଙ୍ଗରେ ଶୁଦ୍ଧ ଗାଈ ଘିଅ ଅଭିଷେକ କରିବା ଦ୍ୱାରା ଶାରୀରିକ ଦୁର୍ବଳତା କମ ହୋଇଥାଏ।

Comments
Loading...