ସୁରପ୍ରତାପପୁର ପଂଚ।ୟତକୁ ଅଗଷ୍ଟ ୨ ପର୍ୟ୍ୟନ୍ତ ସଟଡାଉନ କଲେ ସରପଂଚ

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ପଂଚ।ୟତରେ ଆଜି ଜଣେ କରୋନା ପଜିଟିଭ ବାହାରିବା ପରେ ସରପଂଚ ମାମିନା ମାଝି ଆଜିଠାରୁ ଅଗଷ୍ଟ ୨ ତାରିଖ ପର୍ୟ୍ୟନ୍ତ ୭୨ ଘଂଟିଆ ସଟଡାଉନ ଘୋଷଣା କରିଛନ୍ତି। ସରପଂଚ ଶ୍ରୀମତୀ ମାଝି ଚିଠି ନଂ-୬୭ ରେ ପଂଚ।ୟତକୁ ସଟଡାଉନ କରିବା ସହିତ କଂଟେନମେଂଟ ଜୋନ ବୋଲି ମଧ୍ୟ ଘୋଷଣା କରି ଏହି ସମୟ ମଧ୍ୟରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବା ସହ କୌଣସି ପ୍ରକାର ସଭା ସମିତି କିମ୍ବା ଜନଗହଳି ହେବ ନାହିଁ। କେବଳ ଅତ୍ୟାବଶ୍ୟକୀୟ ସେବା ଚ।ଲୁ ରହିବ ବୋଲି ଜଣାଇଛନ୍ତି ଓ ପଂଚ।ୟତବାସୀଙ୍କ ସହଯୋଗ କାମନା କରିଛନ୍ତି।

Comments are closed.