ଧାମନଗର ଏନଏସି ୩ ଦିନ ପାଇଁ ସଟଡାଉନ୍

ଭଦ୍ରକ : ଧାମନଗର ଏନଏସିକୁ ୩ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି। ଆସନ୍ତାକାଲି ସକାଳ ୫ଟାରୁ ୨୦ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରାଯାଇଛି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲାପାଳ ଏହି ପଦକ୍ଷେପ ନେଇଥିଛନ୍ତି।

Comments are closed.