ସେଲଟର୍‍ ହୋମରୁ ୫ ଫେରାର୍‍

0

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ରୁଚିକା ସେଲଟର୍‍ ହୋମରୁ ଗୁରୁବାର ୫ ଜଣ ଫେରାର୍‍ ହୋଇଯାଇଥିବା ସୂଚନା ମିଳିଛି। ମିଳିଥିବା ଖବର ଅନୁସାରେ, ବୁଧବାର ରାତିରେ ସେମାନେ ଗାଧୁଆ ଘର ଗ୍ରୀଲ୍‍ ତାଡ଼ି ପଳାଇ ଯାଇଥିବା ଅନୁମାନ କରାଯାଉଛିି। ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏବେ ସେଲଟର୍‍ ହୋମରେ ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

Leave A Reply