ରାଜଧାନୀରେ ସେକ୍ସ ରାକେଟ୍ ଠାବ, ୬ ଗିରଫ

0

ଭୁବନେଶ୍ବର: ଭୁବନେଶ୍ବରରେ ପୁଣି ସେକ୍ସ ରାକେଟ୍ ଠାବ କରାଯାଇଛି । ଦୀର୍ଘ ଦିନ ଧରି ରାଜଧାନୀରେ ସେକ୍ସ ରାକେଟ୍ ଚଲିଥିବା ନେଇ ଅଭିଯୋଗ ହୋଇଥିଲା। ଶୁକ୍ରବାର କୁଇକ ଆକ୍ସନ ଟିମ୍ ପକ୍ଷରୁ ଚଢାଉ କରାଯାଇ ୩ ଜଣ ଯୁବତୀଙ୍କ ସହ ୩ ଜଣ ପୁରୁଷଙ୍କୁ ଗିରଫ କରାଯାଇଛି ।

Leave A Reply