ଜୁଲାଇରେ ଶିଶୁଙ୍କ ଲାଗି ଟିକା ପରୀକ୍ଷଣ

ନୂଆଦିଲ୍ଲୀ: ଶିଶୁଙ୍କ ଲାଗି କୋଭିଡ ଟିକା ନେଇ ବଢ଼ିଲା ଆଶା। ଦୁଇ ମାସରେ ଆରମ୍ଭ ହେବ କୋଭାଭାକ୍ସର ପରୀକ୍ଷଣ। ୯୨୦ ଶିଶୁଙ୍କଠାରେ ପରୀକ୍ଷଣ କରିବ ସେରମ ଇନ୍‌ଷ୍ଟିଚ୍ୟୁଟ। ଦୁଇଟି ବୟସ ବର୍ଗର ୯୨୦ଶିଶୁଙ୍କଠାରେ ହେବ ପରୀକ୍ଷଣ। ଏହି ପରିପ୍ରେକ୍ଷୀରେ ୧୨ରୁ ୧୭ ବର୍ଷ ୪୬୦ଜଣ ଶିଶୁଙ୍କ ଉପରେ ପରୀକ୍ଷଣ ହେବାକୁ ଥିବାବେଳେ ୨ରୁ ୧୧ ବର୍ଷର ୪୬୦ଶିଶୁଙ୍କ ଉପରେ ମଧ୍ୟ ପରୀକ୍ଷଣ କରାଯିବ ବୋଲି ସୂଚନା ମିଳିଛି।

Comments are closed.