ପୁଞ୍ଜି ବଜାରରେ ନୂଆ ରେକର୍ଡ଼ : ସେନସେକ୍ସ ୪୬୬୬୬ ଓ ନିଫ୍ଟି ୧୩୬୮୨.୭ ପଏଣ୍ଟରେ ବନ୍ଦ

ଉଭୟ ବେଞ୍ଚମାର୍କ ସୂଚକାଙ୍କ ସେନସେକ୍ସ ଓ ନିଫ୍ଟି ଆଜି ନୂଆ ରେକର୍ଡ଼ ସୃଷ୍ଟି କରିଛି । ୪୦୩ ପଏଣ୍ଟ ବୃଦ୍ଧି ସହ ସେନସେକ୍ସ ୪୬୬୬୬.୪୬ ପଏଣ୍ଟରେ ଓ ନିଫ୍ଟି ୧୩୬୮୨.୭ ପଏଣ୍ଟରେ ବନ୍ଦ ହୋଇଛି । ସେନସେକ୍ସ ଆଜି ଦିନରେ ୪୬୭୦୪.୯୭ ପଏଣ୍ଟରେ ପହଞ୍ଚିଥିଲେ ମଧ୍ୟ ଶେଷ ବେଳକୁ ୪୬୬୬୬.୪୬କୁ ଖସି ଆସିଥିଲା ।

Comments are closed.