ମାଓ ନେତାଙ୍କ ଆତ୍ମସର୍ମପଣ

0

ମାଲକାନାଗିରି: ଦୁର୍ଦ୍ଦାନ୍ତ ମାଓ ନେତା ପାହାଡ଼ ସିଂହ ଛତିଶଗଡ ଦୁର୍ଗ ପୁଲିସ ନିକଟରେ ଆତ୍ମସର୍ମପଣ କରିଛନ୍ତି। ପାହାଡ଼ ସିଂହଙ୍କୁ ଧରିବା ପାଇଁ ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ବିଭିନ୍ନ ଅପରାଧିକ ମାମଲାରେ ପାହାଡ଼ ସିଂହଙ୍କ ସଂପୃକ୍ତି ରହିଛି। ଏହା ସହ ମହାରାଷ୍ଟ୍ର-ମଧ୍ୟପ୍ରଦେଶ-ଛତିଶଗଡ ମାଓ କମିଟିର ସେ ଜଣେ ସକ୍ରିୟ ନେତା ଥିଲେ ବୋଲି ଛତିଶଗଡ ଦୁର୍ଗ ପୁଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply