ସମାଜର ଡେଲାଙ୍ଗ ପ୍ରତିନିଧି ବରିଷ୍ଠ ସାମ୍ବାଦିକ ଧର୍ମପତ୍ନୀଙ୍କ କରୋନାରେ ପରଲୋକ

ଡେଲାଙ୍ଗ  : ସମାଜର ଡେଲାଙ୍ଗ ପ୍ରତିନିଧି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀଙ୍କ ଧର୍ମପତ୍ନୀ ଉର୍ମିଳା ତ୍ରିପାଠୀଙ୍କର କରୋନାରେ ପରଲୋକ ଘଟିଛି l ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଗତକାଲି ରାତି ୯ଟାରେ କୋଭିଡ ହସ୍ପିଟାଲରେ ସେ ପ୍ରାଣ ତ୍ୟାଗ କରିଛନ୍ତି। ଗତ ୨ ଦିନ ହେବ ସେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ପୁରୀ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା l ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

Comments
Loading...