ସମୁଦ୍ର ଜୁଆର ମାଡରେ ଭାଙ୍ଗିଲା ପାଞ୍ଚ ଘର

0

ଗଞ୍ଜାମ : ଗଞ୍ଜାମ ଜିଲା ଅର୍ନ୍ତଗତ ପାଳିବନ୍ଧ ଗ୍ରାମପଞ୍ଚାୟତ ଅର୍ନ୍ତଗତ ସମୁଦ୍ରକୂଳରେ ବସବାସ କରୁଥିବା ମତ୍ସ୍ୟଜୀବୀଙ୍କ ପାଇଁ ବିପଦ ବଢିବାରେ ଲାଗିଛି। ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ସାମୁଦ୍ରିକ ଜୁଆର ମାଡରେ ପାଞ୍ଚଟି ଘର ଭାଙ୍ଗିଯାଇଛି। ଏ ନେଇ ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ମାନଙ୍କ ପାଇଁ କୌଣସି ପଦକ୍ଷପ ନିଆ ନ ଯିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply