ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ଉତ୍ତେଜନା

0

ବାଲେଶ୍ୱର: ବାଲେଶ୍ୱର ଜିଲା ବାହାନାଗା ବ୍ଲକ କଣ୍ଟାପଡା ହାଇସ୍କୁଲରେ ପ୍ରଧାନ ଶିକ୍ଷକଙ୍କ ପଦ ସମସ୍ୟାକୁ ନେଇ ଉତ୍ତେଜନା ଦେଖାଦେଇଛି। ଏହି ସମସ୍ୟାକୁ ନେଇ ଏସ.ଏମ୍‍.ଡି.ସି ସଭାପତି ଦିଲ୍ଲୀପ ଦାସଙ୍କ ନେତୃତ୍ୱରେ ଅଭିଭାବକମାନେ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି। ଏହା ସହ ସ୍କୁଲ ସମ୍ମୁଖରେ ଧାରଣା ମଧ୍ୟ ଦିଆଯାଇଛି। ସ୍ଥାନୀୟ ଛକରେ ଉତ୍ତେଜନା ଦେଖା ଦେଇଛି। କଣ୍ଟାପଡା ଆଇଆଇସି ୧୦ଜଣଙ୍କୁ ଅଟକ ରଖିଛି।

Leave A Reply