ମହାରାଷ୍ଟ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ : ସ୍ନାତକ ଡିଗ୍ରୀ ମେଡିକାଲରେ ନାମଲେଖା କ୍ଷେତ୍ରରେ ସାମାଜିକ କ୍ଷେତ୍ରରେ ଆର୍ଥିକ ଅନଗ୍ରସର (ଇଡବ୍ଲ୍ୟୁଏସ୍)ଙ୍କୁ ୧୦ପ୍ରତିଶତ ସଂରକ୍ଷଣ ସୁବିଧା ପ୍ରଦାନ ନେଇ ମହାରାଷ୍ଟ୍ର ସରକାର ଦେଇଥିବା ନିର୍ଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଆସନ ବୃଦ୍ଧି ନ କରିବା ପର୍ଯ୍ୟନ୍ତ ସରକାର ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଅନୁଚିତ। ବର୍ତ୍ତମାନ ରହିଥିବା ଆସନ ମଧ୍ୟରୁ ଇଡବ୍ଲ୍ୟୁଏସ୍‌ଙ୍କ ପାଇଁ ସ୍ଥାନ ଦିଆଯାଇପାରିବ ନାହିଁ।

Comments are closed.