୨ଏସବିଆଇ ଏଟିଏମରୁ ୪୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‍

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଦୁଇଟି ଏସବିଆଇ ଏଟିଏମରୁ ୪୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍‍ ହୋଇଛି। ପତ୍ରପୁରରେ ଥିବା ଏଟିଏମ୍‍ ରୁ ୧୯ ଲକ୍ଷ ୬୮ ହଜାର ୫୦୦ ଟଙ୍କା ଏବଂ ନିଆଳ ହାଟ ଏଟିଏମରୁ ୨୩ ଲକ୍ଷ ୧୪ ହଜାର ଟଙ୍କା ଲୁଟ୍‍ ହୋଇଛି। ଏହିପରି ମୋଟ୍‍ ୪୨ ଲକ୍ଷ ୮୨ ହଜାର ୫୦୦ ଟଙ୍କା ଲୁଟ୍‍ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦୁଇଟି ଏସବିଆଇ ଏଟିମ୍‍ କାଟି ଟଙ୍କା ଲୁଟ୍‍ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.