ତେଜସ୍ୱୀ ବିହାରର ଭବିଷ୍ୟତ : ଶତ୍ରୁଘ୍ନ

0

ରାଞ୍ଚି : ବିଜେପିର ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା ଶନିବାର ରାଷ୍ଟ୍ରିୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଛନ୍ତି। ଏହି ଅବସରରେ ସିହ୍ନା ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ମହାଗଠବନ୍ଧନ ବିଷୟରେ ଆଲୋଚନା କରିଥିଲେ। ଏହାସହ ଶତ୍ରୁଘ୍ନ କହିଛନ୍ତି ତେଜସ୍ୱୀ ବିହାରର ଭବିଷ୍ୟତ।
ସୂଚନାଯୋଗ୍ୟ ଯେ ଶତ୍ରୁଘ୍ନ ବିଜେପି ବିରୋଧରେ ବାରମ୍ବାର ମତ ଦେଇଆସିଛନ୍ତି। ଏକ ସକ୍ଷାତକାରରେ ଶତ୍ରୁଘ୍ନ କହିଛନ୍ତି, ଯାଞ୍ଚ ଅନୁଷ୍ଠାନ ମାନଙ୍କୁ ବ୍ୟବହାର କରାଯାଇ ଲାଲୁଙ୍କୁ ଦଣ୍ଡିତ କରାଯାଉଛି। ସେ ଆହୁରି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, କଂଗ୍ରେସ ସାସଂଦ ଶଶୀ ଥରୁର, ପୁର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ମଧ୍ୟ ଏହାଦ୍ୱାରା ବିର୍ବତ କରାଯାଉଛି।

Leave A Reply