ଆଜି ସର୍ଦ୍ଦାର ପଟେଲଙ୍କ ଶ୍ରାଦ୍ଧ ବାର୍ଷିକୀ; ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ଆଜି ଭାରତର ପ୍ରଥମ ଉପମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ତଥା ‘ଲୌହ ମାନବ’ ଭାବରେ ଜଣାଶୁଣା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୭୫ତମ ଶ୍ରାଦ୍ଧ ବାର୍ଷିକୀ। ସେ ୩୧ ଅକ୍ଟୋବର ୧୮୭୫ରେ ଗୁଜରାଟର ଖେଡାଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୫ ଡିସେମ୍ବର ୧୯୫୦ରେ ମୁମ୍ବଇରେ ହୃଦଘାତରେ ଦେହ ତ୍ୟାଗ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Comments
Loading...