ରାଷ୍ଟ୍ରୀୟ ଏକତା ଦିବସରେ ’ଏକତାର ଦୌଡ’

0

ଭୁବନେଶ୍ବର: ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ସମଗ୍ର ଦେଶର ବିଭିନ୍ନ ସ୍ଥାନରେ  ’ଏକତାର ଦୌଡ’ (ରନ୍ ଫର ୟୁନିଟି)  ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମଞ୍ଚେଶ୍ୱର ରେଲୱେ ଷ୍ଟାଡିୟମରୁ ଇଷ୍ଟକୋଷ୍ଟ ରେଲୱେ ଅଡିଟୋରିୟମ ପର୍ୟ୍ୟନ୍ତ ଏକତାର ଦୌଡ  ଆୟୋଜନ କରାଯାଇଥିଲା। ଏହି ଏକତାର ଦୌଡରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପିର ଅନେକ କାର୍ଯ୍ୟକର୍ତ୍ତା ସହ ଅନେକ  ଯୁବକ/ଯୁବତୀ ଓ ସମାଜର ବିଭିନ୍ନ ବୟସ ବର୍ଗର ଲୋକେ ଭାଗ ନେଇଥିଲେ।

Leave A Reply