ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବିଶ୍ୱାଳଙ୍କ ପରଲୋକ

0

ବରଗଡ଼ : ବରଗଡ଼ ଜିଲାର ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବିଶ୍ୱାଳଙ୍କ ବୁଧବାର ଭୋର ୪ଟା ସମୟରେ ଦେହାନ୍ତ ହୋଇଯାଇଛି । ଆଜି ଦିନ ୨ଟାରେ ବରଗଡ଼ ଜିରା ନଦୀ କୂଳରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ବରଗଡ ସାମ୍ବାଦିକ ସଂଘ କାର୍ଯ୍ୟାଳୟର ବହୁ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୪ବର୍ଷ ହୋଇଥିଲା । ସେ ଓଡ଼ିଶାର ବହୁ ଗଣମାଧ୍ୟମ ରେ କାର୍ଯ୍ୟ କରିଥିଲେ ।

Leave A Reply