ସାନ୍ତାଳୀ ଭାଷା ଦିବସ ପାଳିତ

0

ବଡ଼ସାହି : ଖାନୁଆ ପଞ୍ଚାୟତ ଧାନଶୁଳା ପୁରଗାଲ ତାରାଶ କ୍ଲବ ଆନୁକୂଲ୍ୟରେ ୧୬ତମ ସାନ୍ତାଳୀ ଭାଷା ଦିବସ ପାଳିତ ହୋଇଯାଇଛି। କ୍ଲବର ସମ୍ପାଦକ ଶ୍ୟାମସୁନ୍ଦର ହାଁସଦାଃଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗ୍ରାମର ମୁଖିଆ ମାଝୀ ବାବା ଧାରମା ବାସ୍କେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଶିକ୍ଷକ ଗୋରାଚାନ୍ଦ ବାସ୍କେ, କାହ୍ନୁ ବାସ୍କେ ଓ ବଙ୍କିମ ହେମ୍ବ୍ରମ ପ୍ରମୁଖ ଯୋଗଦେଇ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ। କ୍ଲବର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply