ସାନ୍ତା-କ୍ଲଜ୍‌ ନାହାନ୍ତି; ବଡ଼ଦିନ ଫିକା

ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାରେ ବଡ଼ଦିନ ପର୍ବ ଫିକା ରହିଛି। ଚଳିତ ବଡ଼ ଦିନ ପର୍ବରେ ଲୋକପ୍ରିୟ ସାନ୍ତା-କ୍ଲଜ୍‌ ପୂର୍ବପରି ଦେଖାଯାଉ ନାହାନ୍ତି। କରୋନାରେ ଶତାଧିକ ସାନ୍ତା-କ୍ଲଜ୍‌ଙ୍କର ମୃତ୍ୟୁ ଯୋଗୁଁ ଏହି ଉତ୍ସବ ପ୍ରତି ସାଧାରଣ ଜନତା; ବିଶେଷକରି ପିଲାଙ୍କ ଆକର୍ଷଣ ହ୍ରାସ ପାଇଛି। ଦେଶରେ ବର୍ଷକ ମଧ୍ୟରେ ୩୩୦ ସାନ୍ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ସାନ୍ତ-କ୍ଲସ୍‌ଙ୍କୁ ନେଇ ଗଠିତ ସର୍ବବୃହତ୍‌ ସଂଗଠନ ଆଇବିଆରବିଏସ୍‌ ଦାବି ଅନୁସାରେ ବାସ୍ତବରେ ଏହି ସଂଖ୍ୟା ୧୯୦୦। ବୟସାଧିକ୍ୟ ଯୋଗୁଁ ବହୁ ସାନ୍ତା-କ୍ଲସ୍‌ଙ୍କର ସ୍ବାସ୍ଥ୍ୟାବାସ୍ଥା ଭଲ ନ ଥିବା ଏହି ସଂଗଠନ କହିଛି।

Comments are closed.