କେନ୍ଦେଇପଶିରେ ବିଶୋଧନ ଅଭିଯାନ 

ପାଟଣା : ପୂଜା ଛୁଟି ପରେ ସ୍କୁଲ ଖୋଲିବା ସମ୍ଭାବନା ଥିବାରୁ ଆଗୁଆ ବିଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିଶେଷ କରି ପଞ୍ଚାୟତ କ୍ଯୁରେଣ୍ଟାଇନ୍ ସେଣ୍ଟର ହୋଇଥିବା ବିଦ୍ୟାଳୟ ଗୁଡିକୁ ପାଟଣା ଅଗ୍ନିଶମ ବିଭାଗ ଭଲ ଭାବରେ ବିଶୋଧନ କରାଯାଉଛି। ଆଜି କେନ୍ଦେଇପଶି ହାଇସ୍କୁଲ ପରିସରକୁ ଅଗ୍ନିଶମ କେନ୍ଦ୍ରାଧିକାରୀ ମନୋରଞ୍ଜନ ମହାନ୍ତଙ୍କ ନେତୃତ୍ବରେ ସାନିଟାଇଜ କରାଯିବା ସହ କେନ୍ଦେଇପଶି ମେଡିକାଲକୁ ମଧ୍ୟ ସାନିଟାଇଜ କରାଯାଇଛି ।

Comments are closed.