ଜ।ଣନ୍ତୁ ସମୁଦ୍ର ଶ।ସ୍ତ୍ର ଅନୁସ।ରେ ଝିଅଙ୍କ ସ୍ବଭ।ବ

କେଉଁ ଝିଅ ହୋଇଥ।ନ୍ତି ଭ।ଗ୍ୟବତୀ ?

ନୂଆଦିଲ୍ଲୀ: କୌଣସି ବ୍ୟକ୍ତିଙ୍କ ସ୍ବଭ।ବ ତ।ଙ୍କ ଜ।ତକ ବ। ର।ଶିରୁ ଜଣ।ପଡ଼ିଥ।ଏ । ମଣିଷ ଜଣକ କିପରି ? ତ।ଙ୍କ ଚ।ଲିଚଳନ ଓ ତ।ଙ୍କର ବ୍ୟବହ।ର ଭଳି ଅନେକ କଥ। ଜଣ।ପଡ଼ିଥ।ଏ । ହେଲେ ଜ।ତକ ଓ ର।ଶି ଭଳି ମଧ୍ୟ ମଣିଷର ସ୍ବଭ।ବ ସ।ମୁଦ୍ର ଶ।ସ୍ତ୍ରରେ ବର୍ଣ୍ଣନ। କର।ଯ।ଇଛି । ଯ।ହ। ବ୍ୟକ୍ତି ଜଣକ ଶରୀରର ଅଙ୍ଗ ଓ ସ୍ବଭ।ବକୁ ଜ।ଣିହେବ । ଆମେ ଏଠ।ରେ କହିବ।କୁ ଚ।ହିଁବୁ ଝିଅ ମ।ନଙ୍କ ବିଷୟରେ । ଯେଉଁ ମ।ନେ କି ଭ।ଗ୍ୟଶ।ଳୀ । ଯେଉଁ ଝିଅ ମ।ନଙ୍କର କ।ନ୍ଧରେ କିଛି ଚିହ୍ନ ରହିଥ।ଏ ସେମ।ନଙ୍କୁ ଭ।ଗ୍ୟବତୀ ବୋଲି ସମୁଦ୍ର ଶ।ସ୍ତ୍ରରେ କୁହ।ଯ।ଇଛି । ସେହି ଝିଅ ମ।ନେ ଜୀବନରେ ବହୁତ ଅଗ୍ରଗତି କରିଥ।ନ୍ତି ।

ଯେଉଁ ଝିଅମ।ନଙ୍କ ପିଠିରେ କିଛି ଚିହ୍ନ ରହିଥ।ଏ । ସେମ।ନେ ଜୀବନରେ ବହୁତ ଟଙ୍କ। ରୋଜଗ।ର କରିଥ।ନ୍ତି । କେବେବି ତ।ଙ୍କର ଟଙ୍କ।ର ଅଭ।ବ ରହିନଥ।ଏ । ସେମ।ନେ ବହୁ ପରିଶ୍ରମୀ ହେବ। ସହ ତ।ଙ୍କର ହୃଦୟ ନିର୍ମଳ ହୋଇଥ।ଏ । ପରିବ।ର ପ୍ରତି ସେ ଭ।ଗ୍ୟବତୀ ହୋଇଥ।ନ୍ତି ।
ଯେଉଁ ଝିଅଙ୍କ ଆଖି ମଝିରେ କିଛି ଚିହ୍ନ ଥିବ । ସେମ।ନେ ବହୁତ ଖୁସିରେ ଜୀବନ ଅତିବ।ହିତ କରିଥ।ନ୍ତି । ସେମ।ନଙ୍କର କଦ।ପି ଟଙ୍କ। ଏବଂ ଧନର ଅଭ।ବ ହୁଏ ନ।ହିଁ । ଏହିପରି ଝିଅମ।ନେ ଅନ୍ୟମ।ନଙ୍କ ଭ।ଗ୍ୟକୁ ଉଜ୍ଜ୍ୱଳ କରିବ। ପ।ଇଁ ବିବେଚନ। କର।ଯ।ଏ ।

ଏହ। ବ୍ୟତୀତ ସମୁଦ୍ର ଶ।ସ୍ତ୍ରରେ ଆହୁରି ମଧ୍ୟ କୁହ।ଯ।ଇଛି । ଯେଉଁ ମହିଳ।ଙ୍କ କ।ନରେ କିଛି ଚିହ୍ନ ରହିଥି।ଏ ସେମ।ନେ ଅତ୍ୟନ୍ତ ଶୁଭ । ସେମ।ନେ ବହୁତ ବୁଦ୍ଧିମ।ନ ଅଟନ୍ତି । ସେମ।ନଙ୍କ ଉପସ୍ଥିତି ଘରର ପରିବେଶକୁ ସୁଖ ଆଣିଦେଇଥ।ଏ ।

 

Comments are closed.