ବିଶାଳଖିଣ୍ଡାରେ କୁଲତା ସମାଜ ପକ୍ଷରୁ ବୃକ୍ଷା ଚାରାରୋପଣ 

ସମ୍ବଲପୁର : ଗୁରୁବାର ସମ୍ବଲପୁର ଜିଲ୍ଲା  ବିଶାଳଖିଣ୍ଡା ଗ୍ରାମର କୁଲତା ସମାଜ ପକ୍ଷରୁ ବୃକ୍ଷ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ପ୍ରଥମେ ଏହି ବୃକ୍ଷ ଚାରା ରୋପଣ କରାଯାଉଥିବା ସ୍ଥାନରେ ଓଁ ଶ୍ରୀ ଶ୍ରୀ ମାଁ ରଣେଶ୍ୱର ରାମଚଣ୍ଡୀଙ୍କୁ ପୂଜାଅର୍ଚନା କରାଯାଇଥିଲା ଏବଂ ପରେ ଗ୍ରାମର ସମସ୍ତ ଜାତି ଭାଇ ମାନଙ୍କ ଦ୍ୱାରା ପ୍ରାୟ ୨୦୦୦ ବୃକ୍ଷ ଚାରା ରୋପଣ କରାଯାଇଥିଲା l ବିଶାଳଖିଣ୍ଡା ଗ୍ରାମବାସୀ ଉକ୍ତ  କାର୍ଯ୍ୟକ୍ରମକୁ  ୨୪ତମ କୁଲତା ଜାତି ମହାସଭା ସମ୍ପାଦକ ଜଗଦୀଶ  ବିଶ୍ୱାଳ,  ମୁରା ପୀଠ, ବିଶାଳଖିଣ୍ଡାଙ୍କ ନେତୃତ୍ୱ ରେ ଆୟୋଜନ କରିଥିଲେ l

Comments are closed.