ପୁରୀରେ ଜିଲ୍ଲାସ୍ତରୀୟ ଶ୍ରମିକ ସଂଗଠନ ସମ୍ମିଳନୀ ଅନୁଷ୍ଠିତ

ପୁରୀ :ନଭେମ୍ବର ୨୬ ଦେଶବ୍ୟାପୀ ଧର୍ମଘଟକୁ ସଫଳ କରିବାକୁ ପୁରୀରେ ଜିଲ୍ଲାସ୍ତରୀୟ ଶ୍ରମିକ ସଂଗଠନ ଆଜି ଅନୁଷ୍ଠିତ ହୋଇଯାଇଛି ।  ଏ ଆଇ ଟି ୟୁ ସି ର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ସମ୍ପାଦକ ମହେଶ୍ୱର ରାଉତ, ଵିଦୂତ କର୍ମଚାରୀ ନେତା ରମେଶ ମହାନ୍ତି, ବ୍ରଜବନ୍ଧୁ ପ୍ରଧାନ, ହରିହର ସେନାପତି, ପ୍ରମୋଦ ମହାନ୍ତି, ଗୋବିନ୍ଦ ମାଝୀ, ଯଦୁମଣି ସାହୁ, ପ୍ରଦୀପ୍ତ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସମେତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କର ରାଜ୍ୟ ନେତାମାନେ ବକ୍ତବ୍ୟ ରଖିଥିଲେ ।

Comments are closed.