ଵୁର୍ଲା ପାଣିଟାଙ୍କି ପଡା ଏବଂ ଓ୍ଵାନଆର କଲୋନୀ କଣ୍ଟେନମେଣ୍ଟ ଜୋନ୍ ଘୋଷଣା , ଭିସୁଟ ଅଞ୍ଚଳରେ ୧୪୪ ଧାରା ଜାରି

ବୁର୍ଲା : ସମ୍ବଲପୁର ଜିଲା ବୁର୍ଲାର ପାଣିଟାଙ୍କି ପଡ଼ା ଓ ୱାନଆର କଲୋନୀକୁ ଶନିବାର କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।ଏହାସହ ଵୁର୍ଲା ଭିସୁଟ ଅଞ୍ଚଳରେ୧୪୪ ଧାରା ଜାରି କରାଯାଇଛି। ଵୁର୍ଲା ଭିସୁଟର ୪ ଜଣ କର୍ମଚାରୀଙ୍କ ସମେତ ସିଭିଲ ଵିଭାଗିୟ ଅଧ୍ୟାପକଙ୍କ ସହାୟିକା ସହିତ ୫ ଜଣ କରୋନା ପଜିଟିଭ ଵାହାରି ଥିଲେ। ଏହାସହ ୱାନଆର କଲୋନୀରେ ଵୁର୍ଲା ମହାନଗର ନିଗମ ଶାଖା କର୍ମଚାରୀଙ୍କ ସ୍ତ୍ରୀ କରୋନା ପଜିଟିଭ ଵାହାରିଥିବା ସହିତ ତାଙ୍କର ମୃତ୍ୟୁ ହୋଇଥିଲା।

Comments are closed.