ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବର୍ଷା ସାଜିଲା ବାଧକ; ବିଳମ୍ବରେ ପହଞ୍ଚିଲେ ପରୀକ୍ଷା ସେଣ୍ଟରରେ

ସମ୍ବଲପୁର : ସମ୍ବଲପୁର ଜିଲା ରେଢାଖୋଲ ଅଞ୍ଚଳରେ ସୋମବାର ଅବିଶ୍ରାନ୍ତ ଝିପିଝିପି ବର୍ଷା ହେବାରୁ ମାଟ୍ରିକ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀମାନେ ବିଳମ୍ବରେ ପହଞ୍ଚିଛନ୍ତି। ବର୍ଷା ହେବା କାରଣରୁ ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରିନଥିଲେ ବୋଲି ଜଣାପଡ଼ିଛି। ନାକଟିଦେଉଳ ଓ କଦଳୀଗଡ଼ର ପ୍ରାୟ ୧୫ଟି ସେଣ୍ଟରର ମାଟ୍ରକି ପରୀକ୍ଷାର୍ଥୀ ବର୍ଷା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇଥିବା ନେଇ ସୂଚନା ମିଳିଛି।

Comments are closed.